22 ତଃବେ ଜୁୟି ହଃର୍ନା ଚାଲ୍ଚାଲ୍ତି ଦଃରି ତୁମିମଃନ୍ ଜିବନ୍ ଜିଉତି ରିଲାସ୍, ସେରି ଚାଡିଦିଆସ୍, ବଃଲେକ୍ ତାର୍ ଟକ୍ତାର୍ ଲାଳ୍ସା ଗିନେ ତୁମାର୍ ଆତ୍ମା ନଃସ୍ଟ୍ ଅଃଉତି ରିଲି । 23 ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ । 24 ଇସ୍ୱରାର୍ ହର୍ ତିଆର୍ ଅୟ୍ଲାର୍ ନଃଉଆଁ ଆତ୍ମା ହାଉଆ । ସେରି ତୁମାର୍ ଦଃର୍ମ୍ ଆର୍ ସଃତ୍ ପବିତ୍ର ବିସୟ୍ ଜିବନେ ଦକାଜଃଉଅ ।
Publicidade
Publicidade