26 ରିସା ଅୟିଲେକ୍ ହାହ୍ କଃରା ନାୟ୍; ବେଳ୍ ବୁଡ୍ତା ଆଗ୍ତୁ ତୁମାର୍ ରିସା ଚାଡିଦିଆସ୍ । 27 ଆରେକ୍ ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍ । 29 ତୁମାର୍ ଟଣ୍ଡେ ହୁଣି କଃରାପ୍ କଃତା ନଃବାରାଅ । ତୁମାର୍ କଃତା ବଃଡେ ନିକ, ଉହ୍କାର୍ ଆର୍ ଲାବ୍ ଦେତାରି ଅଃଉଅ । ତଃବେ ଜୁୟି ମଃନ୍ ତୁମାର୍ କଃତା ସୁଣ୍ତି, ସେମଃନାର୍ ଗିନେ ସେରି ଦଃୟାର୍ ବିସୟ୍ ଅୟ୍ଦ୍ । 31 ସଃବୁ ରଃକମାର୍ ହିତାକଃସା, ରିସା ଆର୍ ଲିନ୍ଦା ଆର୍ ସଃବୁ ରଃକମାର୍ ଡାରା ତୁମିମଃନାର୍ ତଃୟ୍ ହୁଣି ଦୁର୍ କଃରା । 32 ୪:୩୨ କଲ ୩:୧୩.ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।
Publicidade
ଏପିସିୟ 4:26,27,29,31,32
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.