ଆୟା ଉବା ଆର୍ ହିଲାମଃନ୍
1 ୬:୧ କଲ ୩:୨୦. ଏ ହିଲାମଃନ୍, ମାପୁରାର୍ ଗିନେ ନିଜାର୍ ନିଜାର୍ ଆୟାଉବାର୍ ବଲ୍ ମାନ୍ତାର୍ ଟିକ୍; 2 ବଃଲେକ୍ ସେରି ଟିକ୍ କଃତା । ନିଜାର୍ ଆୟା ଉବାକ୍ ମାୟ୍ନ୍ କଃରା, ସେରି ବିଦିଏ ସଃୟ୍ତ୍ କଃରି କଃଉଆ ଅୟିଆଚେ । 3 ଜଃନ୍କଃରି ତୁମାର୍ ଉହ୍କାର୍ ଅୟ୍ଦ୍ ଆର୍ "ତୁମିମଃନ୍ ହୁର୍ତିବିଏ ବୁତେକ୍ ବଃର୍ସ୍ ବାଚାସ୍ ।"
4 ୬:୪ କଲ ୩:୨୧. ଆରେକ୍ ଏ ଆୟା ଉବାମଃନ୍, ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରା ନାୟ୍, ମଃତର୍ ସେମଃନ୍କେ ମାପୁରାର୍ ଗୁଣ୍ ଆର୍ ସିକ୍ୟା ଦଃୟି ବାଡାଉଆ ।