20 ଇ କଃତାୟ୍ ମର୍ ଗଟେକ୍ ଆସା ଆର୍ ବଃର୍ସା ଆଚେ, ମୁୟ୍ଁ କାୟି କଃତାୟ୍ ହେଁ ଲାଜ୍ ନଃୟ୍, ମଃତର୍ ସଃବୁବଃଳ୍ ଜଃନ୍କଃରି, ଅଃବେ ହେଁ ସେନ୍କଃରି ବଃଡେ ସାସ୍ କଃରି ଜିବନେ ଅଃଉଅ ମଃର୍ନେ ଅଃଉଅ, କ୍ରିସ୍ଟକେ ମର୍ ଗଃଗାଳେ ଜଃଜ୍ମାନ୍ କଃରିନ୍ଦ୍ । 21 ସଃତ୍କଃରି ମର୍ ଜିବନେ ବାଚ୍ଲାବଃଳ୍ କ୍ରିସ୍ଟ ହଃକା ହଃର୍ତୁ, ତଃବେ ମର୍ଗିନେ ମଃର୍ନ୍ବୟ୍ଗ୍ ଲାବାର୍କଃତା ।
Publicidade