9 ଆର୍ ମର୍ ପାର୍ତ୍ନା ଇରି, ତୁମିମଃନାର୍ ଲାଡ୍, ଗିଆନ୍ ଆର୍ ସଃବୁ ନିକ ବୁଜ୍ତା ସଃକ୍ତିଏ ଜଃବର୍ ଅଃଉଆ, 10 ଜଃନ୍କଃରି ତୁମିମଃନ୍କେ ଅଃଦିକ୍ ନିକ ବିସୟ୍ମଃନ୍ ସଃବୁ ମଃନ୍ କଃରୁ ହାରାସ୍, ସେ ତଃନ୍ ଅୟିଲେକ୍ ତୁମିମଃନ୍ କ୍ରିସ୍ଟର୍ ଆସ୍ତାର୍ ଦିନେ ନିର୍ମୁଳ୍ ଆର୍ ଲିନ୍ଦା ନଃହାୟ୍ ରିଆସ୍ । 11 ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଗୁଣ୍ ଗିତ୍ ଗିନେ ତୁମିମଃନାର୍ ଜିବନ୍ ଜିସୁ କ୍ରିସ୍ଟର୍ ଦିଲାର୍ ସଃବୁ ଦଃର୍ମ୍ ଗୁଣେ ହୁରୁଣ୍ ଅଃଉଆସ୍ ।
Publicidade
Publicidade