3 ନିଜାର୍ ଲାବ୍ ହାଁୟ୍ କି ନିଜ୍କେ ଦଃକାୟ୍ ଅଃଉଁକେ କାୟି କାମ୍ କଃରା ନାୟ୍, ମଃତର୍ ତଃଳେହଃଳି ହଃତିଲକ୍ ବିନ୍ଲକେ ନିଜାର୍ ତଃୟ୍ହୁଣି ବଃଡ୍ ମଃନେ କଃରା । 4 ହଃତି ଲକ୍ ଅଃହ୍ଣାର୍ କଃତାୟ୍ ହଃକା ଦିଆନ୍ ନଃଦେୟ୍ ବିନ୍ ଲକାର୍ କଃତା ହେଁ ଦିଆନ୍ ଦେଅ ।
Publicidade
Publicidade