11 ଅକେଟାର୍ ଗିନେ ମୁୟ୍ଁ ଇରି କଃଉଁଲେ, ସେରି ନାୟ୍, କାୟିତାକ୍ବଃଲେକ୍ ମୁୟ୍ଁ ଜୁୟି ଅବୁସ୍ତାୟ୍ ରିଲେକ୍ ହେଁ ସଃଲ୍ମତେ ରେଉଁକେ ସିକି ଆଚି । 12 ଅକେଟ୍ ଅୟିଲେକ୍ ଚାଲୁକ୍ ଜାଣି ଆର୍ ଜଃବର୍ ରିଲେକ୍ ହେଁ ବୟଃଗ୍ କଃରୁକେ ଜାଣି; ସଃବୁ ଅବୁସ୍ତାୟ୍ ଆର୍ ସଃବୁ ବିସୟେ ହେଁ, ବୁକେ ରେଉଁକେ ହେଁ ଜଃବର୍ ବୟଃଗ୍ କଃରୁକେ କି ଅକେଟେ ହେଁ ଚାଲୁକ୍ ନିକକଃରି ସିକି ଆଚି । 13 ମର୍ ବଃଳ୍କାରିର୍ କ୍ରିସ୍ଟର୍ ଉହ୍କାରେ ମୁୟ୍ଁ ସଃବୁ କଃରୁହାରି ।
Publicidade