6 କୁୟି ବିସୟେ ହେଁ ଚିତା କଃରା ନାୟ୍, ମଃତର୍ ସଃବୁ ବିସୟେ ପାର୍ତ୍ନା ଆର୍ ଗଃଉଆରି କଃରି ଦନ୍ୟବାଦ୍ କଃରି ତୁମିମଃନାର୍ ଗଃଉଆରି ଇସ୍ୱର୍କେ ଜାଣାଉଆ । 7 ତଃବେ ସଃବୁ ମାନାୟ୍ମଃନାର୍ ଗୁପ୍ତକଃତା ଇସ୍ୱରାର୍ ସୁସ୍ତା, ସେରି ତୁମିମଃନାର୍ ଜିବନ୍ ଆର୍ ମଃନ୍କେ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ବାଚାୟ୍ଦ୍ ।
Publicidade