6 କୁୟି ବିସୟେ ହେଁ ଚିତା କଃରା ନାୟ୍, ମଃତର୍ ସଃବୁ ବିସୟେ ପାର୍ତ୍ନା ଆର୍ ଗଃଉଆରି କଃରି ଦନ୍ୟବାଦ୍ କଃରି ତୁମିମଃନାର୍ ଗଃଉଆରି ଇସ୍ୱର୍କେ ଜାଣାଉଆ । 7 ତଃବେ ସଃବୁ ମାନାୟ୍ମଃନାର୍ ଗୁପ୍ତକଃତା ଇସ୍ୱରାର୍ ସୁସ୍ତା, ସେରି ତୁମିମଃନାର୍ ଜିବନ୍ ଆର୍ ମଃନ୍କେ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ବାଚାୟ୍ଦ୍ ।
8 ସଃରାସଃରି, ଏ ବାୟ୍ବେଣିମଃନ୍ ଜୁୟି ସଃବୁ ବିସୟ୍ ସଃନ୍ମତାର୍ ସଃତ୍, ଲାଡାର୍, ଟିକ୍, ନିର୍ମୁଳ୍, ଡାକେହୁଟାରି, ବିସୟ୍ ରଃୟ୍ଦ୍, ସେ ସଃବୁ ବିସୟ୍ ଚିତା କଃରା । 9 ତୁମିମଃନ୍ ସେ ସଃବୁ କଃତା ମର୍ ତଃୟ୍ହୁଣି ସିକିଆଚାସ୍, ହାୟ୍ଆଚାସ୍, ଆର୍ ମର୍ତଃୟ୍; ଦଃକିଆଚାସ୍, ସେରିମଃନ୍ କଃରା; ତଃବେ ସୁସ୍ତାକାରି ଇସ୍ୱର୍ ତୁମିମଃନାର୍ ସଃହା ଅୟ୍ଦ୍ ।