12 ସେମଃନ୍ ନିଲାଜ୍ ହାଣେ ତୁମାର୍ ସଃଙ୍ଗ୍ କାଉଆ ହିଉଆ କଃରି ତୁମିମଃନାର୍ ଲାଡାର୍ ବଜିର୍ ବାଗ୍ହାଉ ହର୍ ଅଃଉତି, ସେମଃନ୍ ଅଃହ୍ଣାର୍ ଅଃହ୍ଣାର୍ ହେଟ୍ ହୁରାଉତି, ସେମଃନ୍ ହଃବନେ ଉଡ୍ତା ହାଣି ନୟ୍ଲା ମେଗ୍ ହର୍; ସେମଃନ୍ ଦୁୟ୍ତର୍ ମଃଲାର୍ ଚେରେ ହୁଣି ଉଟ୍କି ଅୟ୍ଲା ବଃଦ ଦଃସ୍ରା ମାସାର୍ ହଃଳ୍ ନୟ୍ଲା ଗଃଚ୍ ହର୍ ।