3 ଏ ଲାଡାର୍ ମଃନ୍ ମୁଁୟ୍ ତୁମାର୍ ହାକ୍ ଅଃମିମଃନାର୍ ସଃବୁଲକ୍ ହାୟ୍ଁ ରିଲା ମୁକ୍ତି ବିସୟେ ତୁମିମଃନାର୍ ହାକ୍ ଲେକୁକ୍ ବଃଡେ ଜଃତୁନ୍ ଅୟି ଦଃର୍ମିମଃନାର୍ ହାକ୍ ଗଟେକ୍ତର୍ ସଃହ୍ରିଦିଲା ବିସ୍ୱାସ୍ ଗିନେ ମଃନ୍ ହଃରାଣ୍ ସଃଙ୍ଗ୍ ଜୁଜ୍ କଃରୁକେ ତୁମିମଃନ୍ କେଏ ସାସ୍ ଦେଉଁକେ ଲେକୁକ୍ ମଃନ୍କଃଲେ ।
Publicidade
Publicidade