33 ମରିୟମ୍ ଆର୍ ତାର୍ ସଃଙ୍ଗ୍ ଆସିରିଲା ଜିଉଦି ଲକମଃନ୍କେ କାନ୍ଦ୍ତି ରିଲାର୍ ଦଃକିକଃରି ଜିସୁ ଆତ୍ମାୟ୍ ବଃଡେ ଦୁକ୍ କଃଲା ।
35 ଜିସୁ କାନ୍ଦ୍ଲା ।
ଜିସୁ ଲାଜାର୍କେ ଉଟାୟ୍ଲା
38 ସେତାକ୍ ଜିସୁ ଆରେକ୍ ଦୁକ୍ ଅୟି ମଃସ୍ଣେ ଗଃଲା; ସେ ମଃସୁଣ୍ ଗଟେକ୍ ହାର୍ ରିଲି, ସେ ବିତ୍ରେ ଲାଜାର୍କେ ସଃଙ୍ଗାୟ୍ ବାଟ୍ ମୁୟେ ଗଟ୍ ବଃଡ୍ ଟେଳା ଡାହି ରିଲାୟ୍ ।