12 ୧୩:୧୨ ଲୁକ ୨୨:୨୭. ତାର୍ହଃଚେ ଜିସୁ ଚେଲାମଃନାର୍ ହାଦ୍ ଦୟ୍ଦଃୟ୍ ଅଃହ୍ଣାର୍ ବଃସ୍ତର୍ ହିନ୍ଦି ଅଃହ୍ଣାର୍ ଜଃଗାୟ୍ ବଃସ୍ଲା ହଃଚେ ସେ ସେମଃନ୍କେ ହଃଚାର୍ଲା, "ମୁୟ୍ ତୁମାର୍ ଗିନେ କାୟିରି କଃରି ଆଚି, ସେରି କାୟି ତୁମିମଃନ୍ ବୁଜୁ ହାର୍ଲାସ୍ ? 15 ତୁମିମଃନ୍କେ ମୁୟ୍ ଜଃନ୍କାର୍ କଃରିଆଚି, ତୁମିମଃନ୍ ହେଁ ଜେ ସେରଃକମ୍ କଃରା ଇତାର୍ ଗିନେ ମୁୟ୍ ତୁମିମଃନ୍କେ ଗଟେକ୍ ନିକ କାମ୍ କଃରି ଦଃକାୟ୍ ଆଚି ।