12 ସେତାକ୍ ପିଲାତ ତାକ୍ ମୁକ୍ଳାଉଁକେ ଚେସ୍ଟା କଃଲା, ମଃତର୍ ଜିଉଦିମଃନ୍ ଆଉଲି ଅୟ୍କଃରି କୟ୍ଲାୟ୍, "ଜଦି ତୁୟ୍ ଇ ଲକ୍କେ ମୁକ୍ଳାଉସି, ତଃବେ ତୁୟ୍ କାଇସର୍ ସଃଙ୍ଗ୍ ନାୟ୍; ଜୁୟି ଲକ୍ ଅଃହ୍ଣାକ୍ ରଃଜା ବଃଲି କୟ୍ଦ୍, ସେ କାୟ୍ସରାର୍ ବିରୁଦେ କଃତା କୟ୍ଦ୍ ।"
13 ତଃବେ, ପିଲାତ ଇ ସଃବୁ କଃତା ସୁଣି ଜିସୁକେ ବାର୍କଃରି ଆଣି ଟେଳା ବାଦ୍ହୁର୍, ଜାକେ ଏବ୍ରି ବାସାୟ୍ "ଗବ୍ବତା" ବଃଲି କଃଉତି, ସେ ବିଚାର୍ କଃର୍ତା ଟାଣେ ବଃସ୍ଲା । 14 ସେ ଦିନ୍ ମୁକ୍ଳାଉଁଣି ହଃର୍ବ୍ ତିଆର୍ ଅଃଉତା ଦିନ୍ ରିଲି, ଆର୍ ସଃଡେବଃଳ୍ ସଃକାଳ୍ ଚଅ ଗଃଟା ଅୟ୍ରିଲି । ଆରେକ୍, ପିଲାତ ଜିଉଦିମଃନ୍କେ କୟ୍ଲା, "ଦଃକା, ତୁମିମଃନାର୍ ରଃଜା ।"
15 ସେତାକ୍ ସେମଃନ୍ ଆଉଲି ଅୟି କୟ୍ଲାୟ୍, "ତାକ୍ ମଃର୍ନେ ମାରା, ମଃର୍ନେ ମାରା, କ୍ରୁସ୍ ଉହ୍ରେ ଚଃଗାଉଆ ।"
ପିଲାତ ସେମଃନ୍କେ କୟ୍ଲା, "ମୁୟ୍ କାୟି ତୁମିମଃନାର୍ ରଃଜାକ୍ କ୍ରୁସେ ଚଃଗାୟ୍ନ୍ଦ୍ ?"
ବଃଡ୍ ଜାଜକ୍ମଃନ୍ କୟ୍ଲା, "କାଇସର୍କେ ଚାଡି ଅଃମାର୍ ଆରେକ୍ କେଏ ରଃଜା ନାୟ୍ ।"
16 ସେତାକ୍ ଜିସୁକେ ଜଃନ୍କଃରି କ୍ରୁସ୍ ଉହ୍ରେ ଚଃଗା ଅୟ୍ଦ୍, ଇତାର୍ ଗିନେ, ପିଲାତ ତାକ୍ ସେମଃନାର୍ ଇଚା ହଃର୍କାରେ ସଃହ୍ରି ଦିଲା, ତଃବେ ସେମଃନ୍ ଜିସୁକେ ନିଲାୟ୍ ।
ଜିସୁକେ କ୍ରୁସ୍ କାଟେ ଚଃଗାୟ୍ଲାୟ୍
(ମାତି ୨୭:୩୨-୪୪; ମାର୍କ ୧୫:୨୧-୩୨; ଲୁକ ୨୩:୨୬-୪୩)