17 ହଃଚେ ସେମଃନ୍ ଜିସୁକେ ଦଃରି ଗଃଲାୟି, ଆର୍ ଜିସୁ ନିଜେ କ୍ରୁସ୍ ବୟ୍ କଃହାଳ୍ ନାଉଁଆର୍ ଗଟେକ୍ ଟାଣେ ବାରାୟ୍ ଗଃଲା । ଜାକେ ଏବ୍ରି ବାସାୟ୍ ଗଲ୍ଗତା ବଃଲି କଃଉତି । 18 ସେତି ସେମଃନ୍ ତାକ୍ କ୍ରୁସ୍ ଉହ୍ରେ ଚଃଗାୟ୍ଲାୟ୍ ଆର୍ ତାର୍ ସଃଙ୍ଗ୍ ଆରେକ୍ ଦୁୟ୍ ଲକ୍କେ ଚଃଗାୟ୍ଲାୟ୍, ଦୁୟ୍ ହାକ୍ ଦୁୟ୍ ଲକ୍କେ ଆର୍ ମଃଜାୟ୍ ଜିସୁକେ । 19 ଆର୍ ପିଲାତ ଗଟେକ୍ ଲେକା ଲେକି କଃରି ଜିସୁର୍ କ୍ରୁସ୍ ଉହ୍ରେ ଲାଗାୟ୍ଲା । ସେତି ଲେକା ଅୟ୍ରିଲି, "ନାଜରିତ୍ ଜିସୁ, ଜିଉଦିମଃନାର୍ ରଃଜା ।" 23 ସଃଇନ୍ମଃନ୍ ଜିସୁକେ କ୍ରୁସ୍ ଉହ୍ରେ ଚଃଗାୟ୍ଲା ହଃଚେ ଚାରି ଗଟ୍ ସଃଇନ୍ ତାର୍ ବଃସ୍ତର୍ ଚାରି ବାଗ୍ କଃରି ବାଟାକଃରି ନିଲାୟ୍, ହଃତି ସଃଇନ୍ମଃନାର୍ ଗିନେ ଗଟେକ୍ ଗଟେକ୍ ବାଗ୍, ଆର୍ ସେମଃନ୍ ତାର୍ ଆଙ୍ଗିକ୍ ହେଁ ନିଲାୟ୍ । ମଃତର୍ ତାର୍ ଉହ୍ରେ ହିନ୍ଦ୍ଲା ଆଙ୍ଗି ସିଲାୟ୍ ନାୟ୍ ଉହ୍ରେ ହୁଣି ତଃଳେ ହଃତେକ୍ ସଃବୁ ବୁଣା ଅୟ୍ରିଲି । 24 ତଃବେ ସଃଇନ୍ମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, "ଇତାକ୍ ଚିରୁ ନଃଚୁଆଁ, ମଃତର୍ ଇରି କାର୍ ଅୟ୍ଦ୍, ସେତାର୍ ଗିନେ କେଳି ବାଚୁଆଁ ।" ଜଃନ୍କଃରି ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ହୁରୁଣ୍ ଅୟ୍ଦ୍,
"ସେମଃନ୍ ଅଃହ୍ଣା ଅଃହ୍ଣାର୍ ବିତ୍ରେ ମର୍ ବଃସ୍ତର୍ ବାଟା କଃଲାୟି,
ଆରେକ୍ ମର୍ ଆଙ୍ଗିର୍ ଗିନେ କେଳି ବାଚ୍ଲାୟ୍ ।"
ତଃବେ ସଃଇନ୍ମଃନ୍ ଇ ସଃବୁ କଃଲାୟି ।
25 ମଃତର୍ ଜିସୁ କ୍ରୁସ୍ ଲଃଗେ ତାର୍ ଆୟ୍ସି, ତାର୍ ଆୟ୍ସିର୍ ବେଣ୍ସି, କ୍ଲପାର୍ ଡକୁର୍ସି ମରିୟମ୍ ଆର୍ ମଗ୍ଦଲିନି ମରିୟମ୍ ଟିଆ ଅୟ୍ରିଲାୟ୍ । 26 ଜିସୁ ତାର୍ ଆୟ୍ସି ଆର୍ ଜୁୟି ଚେଲାମଃନ୍କେ ଲାଡ୍ କଃର୍ତିରିଲା, ସେମଃନ୍କେ ଲଃଗେ ଟିଆ ଅୟ୍ରିଲାର୍ ଦଃକି ଆୟ୍ସିକ୍ କୟ୍ଲା, "ଏ ଆୟା, ଦଃକ୍, ତର୍ ହୟ୍ଦି ।"
27 ସେଦାହ୍ରେ ସେ ଚେଲାକେ କୟ୍ଲା, "ଦଃକା, ତର୍ ଆୟ୍ଦି !" ଆର୍ ସେଦାହ୍ରେ ହୁଣି ସେ ଚେଲା ଜିସୁର୍ ଆୟ୍ସିକ୍ ଅଃହ୍ଣାର୍ ଗଃରେ ନିଲା ।
ଜିସୁର୍ ମଃର୍ନ୍
(ମାତି ୨୭:୪୫-୫୬; ମାର୍କ ୧୫:୩୩-୪୧; ଲୁକ ୨୩:୪୪-୪୯)
28 ଇତାର୍ ହଃଚେ ଜିସୁ ଦଃର୍ମ୍ ସାସ୍ତର୍ ତଃୟ୍ର୍ ବଃଚନ୍ ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ସଃବୁ ବିସୟ୍ ଅଃବେ ସଃରିଆଚେ ବଃଲି ଜାଣି କୟ୍ଲା, "ମକ୍ ସସ୍ ଲାଗୁଲି ।"
29 ସେତି ହିତା ଅଙ୍ଗୁର୍ ରଃସ୍ ବଃର୍ତି ଅୟ୍ରିଲା ଗଟେକ୍ ଡକା ରିଲି; ତଃବେ ସେମଃନ୍ ସେତି କଃଣ୍ଡେକ୍ ସ୍ପଞ୍ଜ୍ ବୁଡାୟ୍ ସେରି ହାଟ୍ଳି ସଃଙ୍ଗ୍ ଗଟେକ୍ ଡେଙ୍ଗ୍ ଡାଙ୍ଗେ ଗୁଳିଆୟ୍ ତାର୍ ଟଣ୍ଡ୍ ଲଃଗେ ଦିଲାୟ୍ । 30 ସେତାକ୍ ଜିସୁ ସେ ହିତା ଅଙ୍ଗୁର୍ ରଃସ୍ ସୁରି କୟ୍ଲା, "ସେସ୍ ଅୟ୍ଲି ।"
ଆର୍ ସେ ମୁଣ୍ଡ୍ ଲଃସାୟ୍ କଃରି ଆତ୍ମା ଚାଡ୍ଲା ।