17 ଜିସୁ ସେମଃନ୍କେ କୟ୍ଲା, "ମର୍ ଉବା ସଃବୁବଃଳ୍ କାମ୍ କଃରୁଲା, ଆର୍ ମୁୟ୍ ହେଁ କଃରୁଲେ ।"
18 ଇ କଃତା ସୁଣି ଜିଉଦି ଲକ୍ମଃନ୍ ଜିସୁକେ ମଃର୍ନେ ମାରୁକ୍ କୁଟ୍ କଃରୁକେ ଦଃର୍ଲାୟ୍; ବଃଲେକ୍ ଜିସୁ ବିସାଉଁଣି ବାରାର୍ ବିଦି ମାନ୍ତି ନଃରିଲା, ସେରି ହଃକା ନାୟ୍, ମଃତର୍ ଜିସୁ ଇସ୍ୱର୍କେ ନିଜାର୍ ଉବା ବଃଲି କୟ୍ ନିଜ୍କେ ଇସ୍ୱର୍ ସଃଙ୍ଗ୍ ସଃମାନ୍ କଃର୍ତି ରିଲା ।