13 ଜିସୁ ଜଃନ୍କଃରି ସାନ୍ସାନ୍ ହିଲାମଃନ୍କେ ଚୁୟ୍ଦ୍, ଇତାର୍ ଗିନେ ଲକ୍ମଃନ୍ ସେମଃନ୍କେ ଜିସୁର୍ ତଃୟ୍ ଆଣୁକେ ଦଃର୍ଲାୟ୍, ମଃତର୍ ଜିସୁର୍ ଚେଲାମଃନ୍ ଲକ୍ମଃନ୍କେ ଦଃକାଦେତି ରିଲାୟ୍ । 14 ଜିସୁ ସେରି ଦଃକି ରିସା ଅୟି, ଚେଲାମଃନ୍କେ କୟ୍ଲା, "ସାନ୍ ହିଲାମଃନ୍କେ ମର୍ ଲଃଗେ ଆସୁକ୍ ଆଗଟା ନାୟ୍, କାୟିତାକ୍ବଃଲେକ୍ ଇସ୍ୱରାର୍ ରାଇଜ୍ ଇବାନ୍ୟା ଲକ୍ମଃନାର୍ । 15 ୧୦:୧୫ ମାତି ୧୮:୩.ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜୁୟି ଲକ୍ ଇସ୍ୱର୍ ରାଇଜ୍କେ ଇ ସାନ୍ ହିଲା ହର୍ ନଃଦେର୍ଲେକ୍, ସେ କଃନ୍କଃରି ହେଁ ଇସ୍ୱରାର୍ ରାଇଜେ ହୁରୁ ନାହାରେ ।" 16 ତାର୍ହଃଚେ ଜିସୁ ସାନ୍ ସାନ୍ ହିଲାମଃନ୍କେ କଳେଦଃରି ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଆସିର୍ବାଦ୍ କଃଲା ।
ମାଜନ୍ ଦଃଙ୍ଗ୍ଳା
(ମାତି ୧୯:୧୬-୩୦; ଲୁକ ୧୮:୧୮-୩୦)