42 ୧୦:୪୨ ଲୁକ ୨୨:୨୫,୨୬.ସେତାକ୍ ଜିସୁ ଚେଲାମଃନ୍କେ ତାର୍ ଚଃମେ କୁଦି କୟ୍ଲା, "ଜୁୟି ଲକ୍ମଃନ୍ ଅଜିଉଦି ଲକ୍ମଃନାର୍ ଉହ୍ରେ ରାଜ୍ କଃର୍ତା ଲକ୍ ଅଃଉତି, ସେମଃନ୍ ଅଜିଉଦିର୍ ଲକ୍ମଃନାର୍ ଉହ୍ରେ ଅଃଦିକାର୍ ଦଃକାଉତି, ଆର୍ ସେମଃନାର୍ ବଃଡ୍ ଲକ୍ମଃନ୍ ଅଜିଉଦିର୍ ଲକ୍ମଃନ୍କେ ଆର୍ ତାକାର୍ ଉହ୍ରେ ରାଜ୍ କଃର୍ତା ଲକ୍ମଃନାର୍ ଉହ୍ରେ ଅଃଦିକାର୍ ଦଃକାଉତି, ଇରି ତୁମିମଃନ୍ ଜାଣାସ୍ । 43 ୧୦:୪୩ ମାତି ୨୩:୧୧; ମାର୍କ ୯:୩୫; ଲୁକ ୨୨:୨୬.ମଃତର୍ ତୁମାର୍ ବିତ୍ରେ ସେନ୍କାର୍ ନାୟ୍, ମଃତର୍ ତୁମାର୍ ବିତ୍ରେ କେଏ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ସେ ତୁମିମଃନାର୍ ସେବାକାରି ଅଃଉଅ । 44 ଆର୍ ତୁମାର୍ ବିତ୍ରେ ଜେ ସଃବ୍କେ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ତଃବେ ସେ ଗତିଦଃଙ୍ଗ୍ଳା ହର୍ ସଃବ୍କାର୍ ସେବା କଃର । 45 କାୟିତାକ୍ବଃଲେକ୍ ନଃରାର୍ ହୟିସି ହେଁ ସେବା ହାଉଁକ୍ ନାସେ, ମଃତର୍ ସେବା କଃରୁକେ ଆର୍ ଗାଦେକ୍ ଲକାର୍ ଗିନେ ମୁକ୍ଳାଉତା ମଲ୍ ହର୍ ଅଃହ୍ଣାର୍ ଜିବନ୍ ଦେଉଁକେ ଆସି ଆଚେ ।"
ଜିସୁ ବାର୍ଟିମୟ କାଣାକେ ଉଜ୍ କଃଲା
(ମାତି ୨୦:୨୯-୩୪; ଲୁକ ୧୮:୩୫-୪୩)