12 ତାର୍ହଃଚେ କମିର୍ ନୟ୍ଲା ରୁଟି କାତା ହଃର୍ବାର୍ ହଃର୍ତୁଦିନ୍, ଜୁୟ୍ଦିନ୍ ନିସ୍ତାର୍ ହଃର୍ବାର୍ ହୁଜାମେଣ୍ଡା ଦିଆ ଅୟ୍ଦ୍, ସେଦିନ୍ ଜିସୁର୍ ଚେଲାମଃନ୍ ଆସି ଜିସୁକେ ହଃଚାର୍ଲାୟ୍, "ଅଃମିମଃନ୍ କୁୟ୍ଟାଣେ ତର୍ଗିନେ ମୁକ୍ଳାଉଁଣି ହଃର୍ବ୍ ବଜି କଃରୁନ୍ଦ୍ ବଃଲି ତୁୟ୍ ମଃନ୍ କଃରୁଲିସ୍ ?"
26 ଆରେକ୍ ସେମଃନ୍ ଦନ୍ୟବାଦ୍ ଗିତ୍ କୟ୍ଲା ହଃଚେ ଜିତ୍ ଡଙ୍ଗ୍ରେ ଗଃଲାୟି ।
ଜିସୁ ପିତର୍କେ କୟ୍ଲା, "ତୁୟ୍ ମକ୍ ତିନିତର୍ ନଃଜାଣି ବଃଲି କଃଉସି"
(ମାତି ୨୬:୩୧-୩୫; ଲୁକ ୨୨:୩୧-୩୪; ଜହ ୧୩:୩୬-୩୮)
32 ତାର୍ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଗେତ୍ସିମନି ନାଉଁଆର୍ ଗଟେକ୍ ଟାଣେ ଆୟ୍ଲାୟ୍, ଆର୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, "ମୁଁୟ୍ ପାର୍ତ୍ନା କଃର୍ତା ହଃତେକ୍ ଇତି ବଃସି ରିଆ ।"
43 ଆର୍ ସେଦାହ୍ରେ ସେ କଃତା ଅଃଉତାବଃଳ୍ ବାରଗଟ୍ ଚେଲାମଃନାର୍ ବିତ୍ରେ ଜିଉଦା ନାଉଁଆର୍ ଚେଲା ଆର୍ ତାର୍ ସଃଙ୍ଗ୍ ବଃଡ୍ ଜାଜକ୍, ଦଃର୍ମ୍ଗୁରୁ ଆର୍ ପାରାଚିନ୍ମଃନାର୍ ତଃୟ୍ହୁଣି ଲକ୍ମଃନ୍ କଃଣ୍ଡା ଆର୍ ଟେଙ୍ଗା ଦଃରି ଆୟ୍ଲାୟ୍ ।
46 ଇତାର୍ ଗିନେ ସେମଃନ୍ ଜିସୁକେ ଦଃର୍ଲାୟ୍ ଆର୍ ବାନ୍ଦ୍ଲାୟ୍ ।