61 ମଃତର୍ ଜିସୁ ତୁନ୍ହାଳି ରିଲା, କାୟିହେଁ ଉତୁର୍ ନଃଦିଲା ମୁଳ୍ ଜାଜକ୍ ଆରେକ୍ ଗଟ୍ତର୍ ହଃଚାର୍ଲା, "ତୁୟ୍ କାୟି ଉହ୍କାର୍ କାରି ଇସ୍ୱରାର୍ ହୟିସି କ୍ରିସ୍ଟ ?"
62 ଜିସୁ ତାକ୍ ଉତୁର୍ ଦିଲା, "ହିଁ ମୁଁୟ୍ ସେ, ଆର୍ ତୁମିମଃନ୍ ମୁଁୟ୍ ଜେ ନଃରାର୍ ହୟିସି, ସଃବ୍କେ ବଃଡ୍ ସଃକ୍ତିମାନାର୍ କାତାବାଟ୍ୟା ବଃସ୍ତାର୍ ଆର୍ ଅଃଗାସ୍ ମେଗ୍ମାଳେ ଆସ୍ତାର୍ ଦଃକାସ୍ ।"
63 ମୁଳ୍ ଜାଜକ୍ ଅଃହ୍ଣାର୍ ଆଙ୍ଗି ଚିରି କୟ୍ଲା, "ଅଃମିକ୍ ଆରେକ୍ ଅଃଦିକ୍ ସାକିର୍ କାୟି ଲଳା ଆଚେ ? 64 ତୁମିମଃନ୍ ଇସ୍ୱର୍କେ ଲିନ୍ଦା କଃର୍ତାର୍ ସୁଣ୍ଲାସ୍, ତୁମାର୍ ମଃନେ କାୟି ବିଚାର୍ କଃରୁଲାସ୍ ?"
ସେତାକ୍ ସେ ମଃର୍ନ୍ ଡଃଣ୍ଡ୍ ହାଉଅ ବଃଲି ସଃବୁଲକ୍ ଦସି କଃଲାୟି ।