ଜିସୁର୍ ମଃସୁଣ୍
42 ବିସାଉଁଣି ଦିନ୍ ଆଗ୍ତୁ ଆରାମାତିଆର୍ ଜସେପ୍ ଆସି ହଚ୍ଲା । ସେ ବଃଡ୍ ପଞ୍ଚାୟ୍ତାର୍ ବଃଡେ ମାୟ୍ନାର୍ ଲକ୍ରିଲା ଆର୍ ଇସ୍ୱରାର୍ ରାଇଜ୍କେ ଜାଗ୍ତି ରିଲା । 43 ସେଦିନ୍ ସଃବୁ ଜଃଗ୍ରାତ୍ ଅଃଉତା ବିନ୍ ବଃଲେକ୍ ବିସାଉଁଣି ଦିନାର୍ ଆଗାର୍ ଦିନ୍ । ହାରାମାତିଆର୍ ଜସେପ୍ ନଃଡିରି କଃରି ପିଲାତ ହାକ୍ ଜାୟ୍ ଜିସୁର୍ ମଃଲା ଗଃଗାଳ୍ ନେଉଁକେ ମାଗ୍ଲା ଜେକି ସେ ନିଜେ ହେଁ ଇସ୍ୱରାର୍ ସଃର୍ଗ୍ ରାଇଜାର୍ ଆସା କଃରିରିଲା । 44 ଜିସୁ ସଃଡେବଃଳ୍ ମଃରି ଗଃଲାର୍ ସୁଣିକଃରି ପିଲାତ କାବା ଅୟ୍ଲା । ଦାୟ୍ତେ ରିଲା ନିଜାର୍ ମୁଳିକାକେ କୁଦି ଜିସୁ ମଃରି ବୁତ୍ ଗଃଳି ଅୟ୍ଲିବେକି ବଃଲି ହଃଚାର୍ଲା 45 ମୁଳିକା ତଃୟ୍ ହୁଣି ଇ କଃତା ନିଜ୍କଃରି ସୁଣି ପିଲାତ ଜିସୁର୍ ଗଃଗାଳକେ ନେଉଁକେ ଜସେପ୍ କେଏ କୟ୍ଲା । 46 ଜସେପ୍ ଜିସୁର୍ ଗଃଗାଳ୍କେ କ୍ରୁସେହୁଣି ଉତ୍ରାୟ୍ କଃଣ୍ଡେକ୍ ହଃଚ୍ୟା ଆଣି ଜିସୁର୍ ଗଃଗାଳେ ଗୁଳ୍ୟାୟ୍ଲା ଆର୍ ଡଙ୍ଗୁରେ କଃଣିରିଲା ଗଟ୍ ମଃସୁଣ୍ କାଲେ ନଃୟ୍ ସଃଙ୍ଗାୟ୍ଲା ଆର୍ ମଃସୁଣ୍ ବାଟାର୍ ଦୁଆର୍ ବାଟେ ବଃଡ୍ ଚଃଚ୍ରା ଡାହି କାଲ୍ ବଃନ୍ଦ୍ କଃଲାୟି ।