15 ହଃଚେ ଜିସୁ ଲେବି ବଃଉଁସାର୍ ଗଃରେ କାଉଁକେ ବଃସ୍ଲା ବଃଳ୍ ଗାଦେକ୍ ରିବ୍ନି, ହାହି ଆର୍ ଚେଲାମଃନ୍ ହେଁ ସଃଙ୍ଗେ ବଃସ୍ଲାୟ୍ । ସେମଃନ୍ ଗାଦା ଲକ୍ ରିଲାୟ୍ ଆର୍ ତାର୍ ସଃଙ୍ଗେ ବୁଲ୍ତି ରିଲାୟ୍ । 16 ଜିସୁ ହାହି ଆର୍ ରିବ୍ନି ମଃନାର୍ ସଃଙ୍ଗେ ବଃସି କାତାର୍ ଦଃକି ପାରୁସି ଦଃଳାର୍ ଦଃର୍ମ୍ ଗୁରୁମଃନ୍ ତାର୍ ଚେଲାମଃନ୍କେ କଃଉଁକେ ଦଃର୍ଲାୟ୍, "ଜିସୁ ରିବ୍ନି ଆର୍ ହାହିମଃନାର୍ ସଃଙ୍ଗେ କାୟିତାକ୍ କାଉଁଲା ?" 17 ଜିସୁ ସେମଃନାର୍ କଃଉତାର୍ ସୁଣି କୟ୍ଲା, "ଜୁୟି ମାନାୟ୍ ଉଜ୍ ଅୟିଆଚେ ତାର୍ ଗିନେ ବୟ୍ଦ୍କାରି ଲଳା ନାୟ୍, ମଃତର୍ ଜୁୟି ମାନାୟ୍ ମଃଳୁ ହଃଳି ଆଚେ ତାର୍ ଗିନେ ଲଳା । ମୁୟ୍ଁ ଦଃର୍ମି ଲକ୍ମଃନ୍କେ କୁଦୁକ୍ ନାସି, ମଃତର୍ ହାହିମଃନାର୍ ଗିନେ ଆସି ଆଚି ।"
ଉହାସ୍ କଃର୍ତା କଃତା
(ମାତି ୯:୧୪-୧୭; ଲୁକ ୫:୩୩-୩୯)