3 ସଃଡେବଃଳ୍ ଗଟ୍ ଏକ୍ଅଃଙ୍ଗି ରଗିକେ ଚାରିଲକ୍ ବୟ୍କଃରି ଜିସୁର୍ ଲଃଗେ ଆଣ୍ଲାୟି । 4 ଟେଲାକୁର୍ଚା ଲକ୍ ମଃନ୍ଦାର୍ ଗିନେ ଜିସୁର୍ ଚଃମେ ଆଣୁ ନଃହାର୍ଲାକ୍ ଜିସୁ ଜୁୟ୍ତି ଟିଅୟ୍ ରିଲା, ସେ ସଃଳ୍କେ ଚାନି କାଣାକଃରି ରଗି ମାନାୟ୍ ସୟ୍ରିଲା ଟାଟି ତଃୟ୍ ଉତ୍ରାୟ୍ଲାୟ୍ । 5 ଜିସୁ ସେ ଲକ୍ମଃନାର୍ ବିସ୍ୱାସ୍ ଦଃକି ଏକ୍ଅଃଙ୍ଗି ରଗିକ୍ କୟ୍ଲା, "ଏ ହିଲା ତର୍ ହାହ୍ ସଃବୁ କେମା କଃରା ଅୟ୍ଲି ।"
6 କଃତେକ୍ ଦଃର୍ମ୍ଗୁରୁ ମଃନ୍ ବଃସିକଃରି ସେମଃନାର୍ ବିତ୍ରେ ମଃନେ ବାବ୍ଲାୟ୍, 7 "ଇମାନାୟ୍ କାୟିତାକ୍ ଇବାନ୍ୟା କଃଉଁଲା ? ସେ ଇସ୍ୱରାର୍ ଲିନ୍ଦା କଃରୁଲା ! ମାପୁର୍କେ ଚାଡି କେହେଁ ହାହ୍ କେମା କଃରୁ ନଃହାରେ ।"
8 ଜିସୁ ସେମଃନାର୍ ମଃନ୍ ବିତ୍ରାର୍ ବାବ୍ନା ଆତ୍ମା ତଃୟ୍ ଜାଣୁ ହାରି, ସେମଃନ୍କେ କୟ୍ଲା, "ତୁମି କାୟିତାକ୍ ଇରଃକମ୍ ମଃନେ ବାବୁଲାସ୍ ? 9 କାୟିରି ଉହାସ୍ ? ଏକ୍ଅଃଙ୍ଗି ରଗିକ୍, ‘ତର୍ ହାହ୍ କେମା କଃରା ଅୟ୍ଲି,’ ବଃଲି କଃଉତାର୍, କି, ‘ଉଟ୍, ତର୍ ସୟ୍ରିଲା କଃଟ୍ ଦଃରିକଃରି ଜାଆ,’ ବଃଲି କଃଉତାର୍ ? 10 ମଃତର୍ ହୁର୍ତିବି ଉହ୍ରେ ହାହ୍ କେମା କଃର୍ତା ଅଃଦିକାର୍ ନଃରାର୍ ହୟିସି ଜେ ମୁଁୟ୍, ମର୍ ଅଃଦିକାର୍ ଆଚେ, ଇରି ଜଃନ୍କଃରି ତୁମି ଜାଣୁ ହାରାସ୍ ।" ଇତାକ୍ ଏକ୍ଅଃଙ୍ଗି ରଗିକ୍ ଜିସୁ ଇ କଃତା କୟ୍ଲା, 11 "ମୁଁୟ୍ ତକେ କଃଉଁଲେ, ଉଟ୍ ତର୍ କଃଟ୍ ବୟ୍ ଗଃରେ ଜାଆ !" 12 ଜିସୁ କୟ୍ଲା ଦାହ୍ରେ କଃଟ୍ ବୟ୍ ସଃବୁ ଲକାର୍ ମୁୟେ ସେମାନାୟ୍ ବାରାୟ୍ ଗଃଲା । ଇରି ସବୁ ଲକ୍ମଃନ୍ ଦଃକି କାବା ଅୟ୍ଲାୟ୍ ଆର୍ ଇସ୍ୱରାର୍ ଗୁଣ୍ ଗାୟ୍ଲାୟ୍ ଆର୍ କୟ୍ଲାୟ୍, "ଅଃମି କଃବେହେଁ ଅଃନ୍କାର୍ ଦଃକି ନଃରିଲୁ ।"