ସଃର୍ସୁ ମୁଞ୍ଜିର୍ କଃତା
30 ଜିସୁ ଆରେକ୍ କୟ୍ଲା, "ମୁଁୟ୍ କାର୍ ସଃଙ୍ଗ୍ ଇସ୍ୱରାର୍ ରାଇଜ୍ ତୁଳ୍ନା କଃରିନ୍ଦ୍ ? ଆରେକ୍ ମୁଁୟ୍ ତୁମିମଃନ୍କେ କୁୟି କଃତା କୟ୍ ସେରି ବୁଜାୟ୍ନ୍ଦ୍ ? 32 ମଃତର୍ ବୁଣ୍ଲା ହଃଚେ ଇରି ବାଡିକଃରି ସଃବୁସାଗ୍ ତଃୟ୍ହୁଣି ବଃଡ୍ ଅୟ୍ଦ୍, ଆରେକ୍ ତାର୍ ଇରଃକମ୍ ବଃଡ୍ବଃଡ୍ ଡାଳ୍ ଅୟ୍ଦ୍ ଜେ, ଅଃଗାସ୍ ଉହ୍ରାର୍ ଚେଳେମଃନ୍ ତାର୍ ଚାୟ୍ ଲଃଗେ ଗୁଡା କଃରୁକେ ହାର୍ତି ।"