20 ଜିସୁ ଆରେକ୍ ସେମଃନ୍କେ କୟ୍ଲା, "ଜାୟ୍ରି ଲକ୍ମଃନାର୍ ତଃୟ୍ହୁଣି ହଃଦାୟି ବାରାୟ୍ଦ୍, ସେରି ତାକ୍ ବିଟାଳ୍ କଃରେଦ୍ । 21 କାୟିତାକ୍ବଃଲେକ୍ ଲକାର୍ ବିତ୍ରେ ହୁଣି ବଃଲେକ୍ ଲକ୍ମଃନାର୍ ମଃନ୍ ବିତ୍ରେ ହୁଣି କଃରାପ୍ ଚିତା, ଚର୍ କଃରୁକେ, ଦାରି କଃରୁକେ, ନଃର୍ଅଃତ୍ୟା, 22 ବେସୁଆ, ଲଃବ୍ କାମ୍, ମିଚ୍ କଃଉତାର୍, ଅଃଳ୍ସିଆ, ଅଃକାର୍ ଅଃଉତାର୍, ଲକାର୍ ବିରୁଦେ ଲିନ୍ଦାକଃତା କଃଉତାର୍, ଗଃର୍ବ୍ ଦଃକାୟ୍ ଅଃଉତାର୍, ବକୁଆ ବୁଦି । 23 ଇରିମଃନ୍ ସଃବୁ ଲକାର୍ ମଃନ୍ ବିତ୍ରେ ହୁଣି ହଃଦାୟି ବାରାଉଁଲି ଆର୍ ଲକ୍ମଃନ୍କେ ବିଟାଳ୍ କଃରୁଲି ।"
Publicidade
Publicidade