8 କାୟିତାକ୍ ବଃଲେକ୍ ସାସ୍ତର୍ ହଃର୍କାରେ, ‘ଇସ୍ୱରାର୍ କବୁର୍ ତୁମାର୍ ଚଃମେ, ତୁମାର୍ ଟଣ୍ଡେ ଆର୍ ମଃନ୍ବିତ୍ରେ ଆଚେ ।’ ବିସ୍ୱାସ୍ ବିସୟେ ଇ କବୁର୍ ହଃକା ଅଃମି ପର୍ଚାର୍ କଃରୁଲୁ । 9 ତଃବେ ତୁମି ଜଦି ଟଣ୍ଡେ ଜିସୁକେ ମାପୁର୍ ବଃଲି କଃଉଆସ୍ ଆର୍ ଇସ୍ୱର୍ ତାକେ ମଃଲା ଲକାର୍ ବିତ୍ରେହୁଣି ଉଟାୟ୍ ଆଚେ ବଃଲି ମଃନ୍ ବିତ୍ରେ ବିସ୍ୱାସ୍ କଃରାସ୍ ତଃବେ ମୁକ୍ତି ହାଉଆସ୍;
Publicidade