17 ଇ ବିସୟେ ସାସ୍ତରେ ଲେକା ଆଚେ, "ତକ୍ ମୁୟ୍ଁ ବୁତେକ୍ ଜାତିର୍ ଉବାସି କଃରି ଆଚି ।" ଇସ୍ୱରାର୍ ଆକାୟ୍ ଇ ଜଃବାଉ ଟିକ୍ ରିଲି, ବଃଲେକ୍ ଜୁୟି ଇସ୍ୱର୍କେ ଅବ୍ରାହାମ୍ ବିସ୍ୱାସ୍ କଃର୍ତିରିଲା, ତାର୍ ବଃଚନ୍ ମଃଲା ଲକ୍ମଃନ୍କେ ଜିବନ୍ କଃରେଦ୍ ଆର୍ ନଃରିଲା ତଃୟ୍ ସଃବୁ ବିସୟ୍ ଉବ୍ଜାୟ୍ଦ୍ । 18 ଆସା ନଃରିଲେକ୍ ହେଁ ଅବ୍ରାହାମ୍ ବିସ୍ୱାସ୍ କଃରି ବଃର୍ସା କାରି ଅୟ୍ଲା । ସେତାକ୍ ସେ ଅଃନେକ୍ ଜାତିର୍ ଉବାସି ଅୟ୍ଲା, ବଃଲେକ୍ ସାସ୍ତର୍ ହଃର୍କାରେ ତାକେ ଜଃବାଉ ମିଳିରିଲି; "ତୁମାର୍ ବଃଉଁସ୍ ଅଃଗାସାର୍ ତାରା ହର୍ ଅଲେକାର୍ ଅଃଉତି ।" 19 ସଃଡେବଃଳ୍ ତାର୍ ବଃୟ୍ସ୍ ହାଁଞ୍ଚ୍କଳି ବଃର୍ସ୍ ଅୟ୍ରିଲି । ମଃତର୍ ନିଜାର୍ ଗଃଗାଳ୍କେ ବୁଡା ବଃଲି ଆର୍ ସାରାକେ ବୁଡି ବଃଲି ବାବ୍ଲେକ୍ ହେଁ ବିସ୍ୱାସ୍ ଉଣା ନଃକେଲା, 20 ସେ ତାର୍ ବିସ୍ୱାସ୍କେ ନଃଚାଡ୍ଲା, କି ଇସ୍ୱରାର୍ ଜଃବାଉକେ ଅଃହ୍ରାତ୍ ନଃକେଲା ବିସ୍ୱାସ୍ ତାକ୍ ସଃକ୍ତିୟେ ହୁର୍ନ୍ କଃଲି ଆର୍ ସେ ଇସ୍ୱରାର୍ ଜଃଜ୍ମାନ୍ କଃଲା । 21 ମଃତର୍ ଇସ୍ୱର୍ ଜୁୟି ଜଃବାଉ କଃରିରିଲା, ସେରି ସେ ସାଦୁନ୍ କଃରେଦ୍ ବଃଲି ତାର୍ ବଃଡେ ବିସ୍ୱାସ୍ ରିଲି ।
Publicidade