9 ଇରି ତ ଅଃମିମଃନ୍ ଜାଣୁ, କ୍ରିସ୍ଟ ମଃଲା ଲକାର୍ ତଃୟ୍ ହୁଣି ଉଟ୍ଲାକ୍, ଆର୍ କଃବେ ନଃମେରେ; ଜିସୁର୍ ଉହ୍ରେ ମଃର୍ନାର୍ ଆର୍ ଅଃଦିକାର୍ ନାୟ୍ । 10 କାୟିତାକ୍ବଃଲେକ୍ ସେ ଜୁୟି ମଃର୍ନ୍ ବୟଃଗ୍ କଃଲା, ସେତାର୍ ଗିନେ ସେ ଗଟେକ୍ ତର୍ ହାହ୍ ଗିନେ ମଃଲା, ମଃତର୍ ସେ ଜୁୟି ଜିବନେ ବାଚିଆଚେ ସେରି ଇସ୍ୱରାର୍ ତଃୟ୍ ବାଚ୍ଲା ଆଚେ ।
Publicidade
Publicidade