17 ବଃଲେକ୍ ଅଃମିମଃନ୍ ଇସ୍ୱରାର୍ ହିଲା, ତାର୍ ଲକ୍ମଃନାର୍ ଗିନେ ଇସ୍ୱର୍ ଜୁୟି ଆସିର୍ବାଦ୍ ସଃଙ୍ଗାୟ୍ ଆଚେ ସେତି ହେଁ ଅଃମି ଅଃଦିକାର୍ ହାଉଁନ୍ଦ୍ । ଆରେକ୍ କ୍ରିସ୍ଟର୍ ଗିନେ ଇସ୍ୱର୍ ଜାୟ୍ରି ସଃବୁ ସଃଙ୍ଗାୟ୍ ଆଚେ ସେରି ହେଁ ଅଃମାର୍ ଅଃଦିକାର୍ ଆଚେ ଜଦି ଅଃମିମଃନ୍ ଜିସୁର୍ ଦୁକ୍ ବଗେ ହେଁ ବାଗିଦାର୍ ଅଃଉଁଲୁ, ତେବେ ତାର୍ ଜଃଜ୍ମାନେ ହେଁ ଅଃଦିକାରି ଅଃଉଁନ୍ଦ୍ ।