28 ଇରି ଅଃମିମଃନ୍ ଜାଣୁ ଜେ, ଜୁୟି ଲକ୍ମଃନ୍ ଇସ୍ୱର୍କେ ଲାଡ୍ କଃର୍ତି, ଜୁୟି ଲକ୍ମଃନ୍ ତାର୍ ଇଚା ହଃର୍କାରେ କୁଦାଜାୟ୍ ଆଚ୍ତି, ଇସ୍ୱର୍ ଜେ ସେ ସଃବୁ କଃତାୟ୍ ସେମଃନାର୍ ନିକ କଃରେଦ୍ । 29 କାୟିତାକ୍ବଃଲେକ୍ ଜୁୟି ଲକ୍ମଃନ୍କେ ସେ ହୁର୍ବେ ହୁଣି ଜାଣି ରିଲା ସେମଃନ୍କେ ତାର୍ ହୟ୍ସିର୍ ମୁର୍ତି ହର୍ ଅଃଉଁକେ, ସେ ହୁର୍ବେ ହୁଣି ହେଁ ବାଚି ରିଲା, ଜଃନ୍କଃରି ସେ ଗାଦେକ୍ ବାୟ୍ବେଣିମଃନାର୍ ବିତ୍ରେ ସଃବ୍କେ ବଃଡ୍ ବାୟ୍ ଅୟ୍ଦ୍ । 30 ଆର୍ ଜୁୟି ଲକ୍ମଃନ୍କେ ସେ ହୁର୍ବେ ହୁଣି ବାଚି ରିଲା ସେମଃନ୍କେ ସେ ହେଁ କୁଦ୍ଲା ଆରେକ୍ ଜୁୟ୍ମଃନ୍କ୍ ସେ କୁଦ୍ଲା ସେ ସେମଃନ୍କେ ସେ ହେଁ ଦଃର୍ମି ବଃଲି ଗଃଣ୍ଲା, ଆର୍ ଜୁୟି ଲକ୍ମଃନ୍କେ ସେ ଦଃର୍ମି ବଃଲି ଗଃଣ୍ଲା ସେମଃନ୍କେ ହେଁ ସେ ଜଃଜ୍ମାନ୍ କଃଲା ।
Publicidade
Publicidade