ଇସ୍ୱରାର୍ ଲାଡ୍
31 ତଃବେ ଇ ସଃବୁ ଗିନେ ଅଃମିମଃନ୍ କାୟିରି କଃଉଆ ? ଜଦି ଇସ୍ୱର୍ ଅଃମିମଃନାର୍ ସଃଙ୍ଗ୍, ତଃବେ ଅଃମାର୍ ବିରୁଦେ କେଏ ଅଃଉଁକେ ହାରେଦ୍ ? 32 ଜେ ଅଃହ୍ଣାର୍ ହୟ୍ସିକେ ହେଁ ନଃବାଚାୟ୍ଲା, ମଃତର୍ ଅଃମାର୍ ସଃବୁ ଲକାର୍ ଗିନେ ତାକେ ସଃହ୍ରି ଦିଲା, ସେ କଃନ୍କଃରି ତାର୍ ସଃଙ୍ଗ୍ ହେଁ ସଃବୁ ବିସୟ୍ ଅଃମିମଃନ୍କେ ଦଃୟାୟ୍ ଦାନ୍ ନଃକେରେ ? 33 ଇସ୍ୱର୍ ବାଚ୍ଲାର୍ ଲକ୍ମଃନାର୍ ବିରୁଦେ କେଏ ଦସି କଃରେଦ୍ ? ଇସ୍ୱର୍ ତ ସେମଃନ୍କେ ନିର୍ଦସି ବଃଲି ଗଃଣ୍ନା କଃରେଦ୍ । 34 କେଏ ଦଃଣ୍ଡ୍ ଦଃୟ୍ଦ୍ ? କ୍ରିସ୍ଟ ଜିସୁ ତ ମଃର୍ନ୍ ବୟଃଗ୍ କଃଲା ଆରେକ୍ ସେ ଉଟ୍ଲା, ସେ ଇସ୍ୱରାର୍ କାତା ବାଟ୍ୟା ଆଚେ, ସେ ହେଁ ଅଃମିମଃନାର୍ ଗିନେ ଗଃଉଆରି କଃରୁଲା ।