7 ତୁୟ୍ ନିଜେ ନିଜାର୍ ଗୁଣେ ସଃତ୍ କାମ୍ କଃଲାର୍ ଦଃକାଉ, ମଃନ୍ଗଃଳା ସିକ୍ୟାୟ୍ ନୟ୍, ଆର୍ ମଃନ୍ ଦିଆନ୍ ବାବ୍ ଆରେକ୍ ଉହ୍କାର୍ ଅଃଉତାର୍ ଅକାଟ୍ୟା କଃତା କଃଉ । 8 ତଃବେ କେଏ ତକ୍ ଲିନ୍ଦା କଃତା କଃଉ ନଃହାର୍ତି ଆର୍ ତର୍ ସଃତ୍ରୁମଃନ୍ ଅଃମାର୍ ବିରୁଦେ କଃରାପ୍ ଲିନ୍ଦା କଃତା ଆଣୁ ନଃହାରି ଲାଜ୍ ହାଉତି ।