Pular para o conteúdo
Publicidade

ଦ୍ୱିତୀୟ ବିବରଣ 32:10,11

10 ସେ ତାହାକୁ ପ୍ରାନ୍ତର ଦେଶରେ

ଓ ପଶୁବୋବାଳିପୂର୍ଣ୍ଣ ଘୋର ମରୁଭୂମିରେ ପାଇଲେ;

ସେ ତାହାକୁ ଚାରିଆଡ଼ୁ ଆବୋରିଲେ,

ସେ ତାହା ବିଷୟରେ ମନୋଯୋଗ କଲେ,

ସେ ତାହାକୁ ଆପଣା ଚକ୍ଷୁର ପିତୁଳା ପରି ରଖିଲେ।

11 ଯେପରି ଉତ୍କ୍ରୋଶ ପକ୍ଷୀ ଆପଣା ବସାକୁ ଉତ୍ତେଜିତ କରେ,

ଛୁଆମାନଙ୍କ ଉପରେ ପକ୍ଷ ଧଡ଼ଧଡ଼ କରେ,

(ସେପରି) ସେ ଆପଣା ପକ୍ଷ ବିସ୍ତାର କଲେ, ସେ ସେମାନଙ୍କୁ ତୋଳି ନେଲେ,

ସେ ଆପଣା ଡେଣାରେ ସେମାନଙ୍କୁ ବୋହିଲେ;

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.