12 ସେ ବିନ୍ୟାମୀନ୍ ବିଷୟରେ କହିଲେ,
"ସଦାପ୍ରଭୁଙ୍କ ପ୍ରିୟ ଲୋକ ତାହାଙ୍କ ନିକଟରେ ନିର୍ଭୟରେ ବାସ କରିବ;
ସେ ସାରାଦିନ ତାହାକୁ ଆବୋରି ରଖନ୍ତି
ଓ ସେ ତାହାର ସ୍କନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।"