Pular para o conteúdo
Publicidade

ଗାଲାତୀୟ 4:27-29

27 ଯେଣୁ ଲେଖାଅଛି,

"ଆଗୋ ବନ୍ଧ୍ୟେ, ଅପ୍ରସୂତେ,

ଆନନ୍ଦ କର,

ଆଗୋ ପ୍ରସବବେଦନା ରହିତେ,

ଉଚ୍ଚସ୍ୱରରେ ଜୟଧ୍ୱନି କର;

କାରଣ ସଧବାର ସନ୍ତାନଠାରୁ ଅନାଥର ସନ୍ତାନ ଅଧିକ।"

28 ହେ ଭାଇମାନେ, ତୁମ୍ଭେମାନେ ଇସ୍‌ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ। 29 କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାହାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି।

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.