23 ଯୀଶୁ ତାହାଙ୍କୁ କହିଲେ, "ତୁମ୍ଭ ଭାଇ ପୁଣି, ଉଠିବ।" 24 ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ। 25 ଯୀଶୁ ତାହାଙ୍କୁ କହିଲେ, "ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋʼ ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ,
Publicidade

+581 estão orando agora.
Junte-se à corrente de oração.