ସଦାପ୍ରଭୁଙ୍କ ସାହାଯ୍ୟ ଭିକ୍ଷା
14 ହେ ସଦାପ୍ରଭୁ, ମୋତେ ସୁସ୍ଥ କର, ତହିଁରେ ମୁଁ ସୁସ୍ଥ ହେବି,
ମୋତେ ପରିତ୍ରାଣ କର, ତହିଁରେ ମୁଁ ପରିତ୍ରାଣ ପାଇବି;
କାରଣ ତୁମ୍ଭେ ମୋର ପ୍ରଶଂସାଭୂମି।