ଯୀଶୁଙ୍କଠାରେ ବାକ୍ୟର ସଫଳତା
35 ଆଉ, ସେ ସେମାନଙ୍କୁ କହିଲେ, "ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା?" ସେମାନେ କହିଲେ, କିଛି ନାହିଁ।