33 ସେ ସେମାନଙ୍କୁ ଉତ୍ତର ଦେଲେ, "ମୋହର ମାଆ ଓ ଭାଇମାନେ କିଏ?" 34 ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, "ଦେଖ, ମୋହର ମାଆ ଓ ମୋହର ଭାଇମାନେ। 35 ଯେ କେହି ଈଶ୍ବରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା।"