10 ଆଗାଙ୍କ୍ ପିଲାତ ମେଣ୍ଡେ ଜିସୁଙ୍କ୍ କେତ୍ତଣ୍ଡ୍, "ନିମ୍ ନାକିଂଙ୍କ୍ ବାତେଙ୍କ୍ ଗଟି ତିରିୟ୍ୱି ? ନିକିଂଙ୍କ୍ ମୁକ୍ତି ମାଡ଼ାନଙ୍କ୍ ନାୟାଗ୍ ଅଦିକାର୍ ମିନ୍ଦେ ନୁ ନିକିଂଙ୍କ୍ କ୍ରୁଶତାଗ୍ ତାର୍ସ୍ପାନଙ୍କ୍ ମିକା ନାୟାଦ୍ ଅଦିକାର୍ ମିନ୍ଦେ, ଇଦ୍ ନିମ୍ ପୁନ୍ୱିନ୍ କି ?"
11 ଜିସୁ ଅଂକିଙ୍କ୍ ଉତ୍ତର୍ ହିତ୍ତଣ୍ଡ୍, "ନା ପର୍ର ନିୱାଦ୍ ବେନ୍ ଅଦିକାର୍ ମିନ୍ଦେ, ଆଦ୍ ଅଦିକାର୍ ନିକିଂଙ୍କ୍ ପରମେଶ୍ୱର୍ ହିତ୍ତଣ୍ଡ୍ । ତ ବେନ ନାକିଂଙ୍କ୍ ନି ଗାର୍ରେ ତାତ୍ତଣ୍ଡ୍, ଅଣ୍ଡ୍ ଗାଟି ପାପ୍ ମାଡ଼୍ତଣ୍ଡ୍ ।"