Publicidade

1 Coríntios 10

13 ଆମ୍‌କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍‌ମନ୍‌କେ ପରିକା ଆଇତେରଇସି । ମାତର୍‌ ପର୍‌ମେସର୍‌ ତାର୍‌ କାତାଇ ଡାଟ୍‌ ଆଚେ । ଆମ୍‌କେ ମୁର୍‍ଚି ନାପାର୍‌ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍‌କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍‌ ଦେକାଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-22_10-02-25-