Pular para o conteúdo
Publicidade

୧ମ କରନ୍‌ତିୟ 10:6-10,13

6 ସେମନ୍‌ ଜନ୍‌ ରକାମ୍‌ ଆସାର୍‌ ବିସଇର୍‍ ପାଇ ଲାଲ୍‌ସା ଅଇ ରଇଲାଇ, ଆମେ ମିସା ସେ ରକାମ୍‌ ଲାଲ୍‌ସା ନ ଅଉଁ । ସେଟାର୍‌ପାଇଁ ଏ ସବୁ ଗଟ୍‌ଲା ବିସଇ ଆମର୍‌ପାଇଁ ଲେକାଅଇଆଚେ । 7 ଜେନ୍ତିକି ସେମନର୍‌ ବିତ୍‌ରେ ଅନି କେତେଲକ୍‌ ପୁତ୍‍ଲା ପୁଜା କର୍‌ବାର୍‌ ଦାର୍‌ଲାଇ, ତମେ ସେନ୍ତାରି ପୁତ୍‍ଲା ପୁଜା କର୍‌ବାଟା, ଆରାମ୍‌ କରା ନାଇ । ସାସ୍‌ତରେ ଲେକା ଅଇଆଚେ, ଜେନ୍ତିକି ଲକ୍‌ମନ୍‌ ପୁଜାକଲାଟା କାଇବାକେ ବସିରଇଲାଇ ଆରି ମଦ୍‌ କାଇକରି ବେବିଚାର୍‌ କର୍‌ବାର୍‌ ଦାର୍‌ଲାଇ । 8 ଜେନ୍ତିକି ସେମନର୍‌ ବିତ୍‌ରେ କେତେଲକ୍‌ ବେସିଆ କାମ୍‌କରି ଗଟେକ୍‌ ଦିନେ କଡେ ତିନ୍‌ ଅଜାର୍‌ ଲକ୍‌ ପର୍‌ମେସରର୍‌ ଡଣ୍ଡ୍‌ ପାଇକରି ମରିଗାଲାଇ । ସେନ୍ତାରି ଆମେ ବେସିଆ କାମ୍‌ ନ କରୁ । 9 ସେନ୍ତିସେ ସେମନର୍‌ ବିତ୍‌ରେ କେତେଲକ୍‌ ମାପ୍‌ରୁକେ ପରିକା କଲାଇ ଆରି ବିସ୍‌ ରଇବା ସାଁପ୍‌ ଟକାଇ ଅଇକରି ମଲାଇ । ସେନ୍ତାରି ଆମେ ମାପ୍‌ରୁକେ ପରିକା ନ କରୁ । 10 ସେମନ୍‌ ଜେନ୍ତିକି ପର୍‌ମେସରର୍‌ ବିରୁଦେ ତାକର୍‌ ତାକର୍‌ ବିତ୍‌ରେ ଦଦାପେଲା ଅଇକରି, କୁରୁପ୍‌ ନାସ୍‌ କର୍‌ବା ଦୁତର୍‌ଲାଗି ମରିଆଜିଗାଲାଇ । ତମେ ସେନ୍ତାରି ଦଦାପେଲା ଉଆନାଇ ।

13 ଆମ୍‌କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍‌ମନ୍‌କେ ପରିକା ଆଇତେରଇସି । ମାତର୍‌ ପର୍‌ମେସର୍‌ ତାର୍‌ କାତାଇ ଡାଟ୍‌ ଆଚେ । ଆମ୍‌କେ ମୁର୍‍ଚି ନାପାର୍‌ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍‌କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍‌ ଦେକାଇସି ।

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.