4 ଜେନ୍ତିକି ତମର୍ ବିସ୍ବାସ୍ ମୁନୁସର୍ ଗିଆନ୍ ଉପ୍ରେ ନ ରଇକରି ପର୍ମେସରର୍ ବପୁ ଉପ୍ରେ ବାନ୍ଦିଅଇ ରଅ । 5 ତେବର୍ପାଇ ମର୍ ସିକିଆ ଆରି ମୁଇ ସୁନାଇବା ବାକିଅ, ମର୍ ନିଜର୍ ଗିଆନେ ଅନି ନ ରଇଲା । ଚାଲାକି କାତା କଇକରି ମୁଇ ସୁନାଇଲାଟା ତମ୍କେ ବିସ୍ବାସ୍ କରାଇନାଇ । ମାତର୍ ପର୍ମେସରର୍ ଆତ୍ମା ଆରି ତାର୍ ବପୁ ସଙ୍ଗ୍ ମୁଇ କଇଲା ବିସଇ ସତ୍ ବଲି ଜାନାପଡ୍ଲା ।
Publicidade
Publicidade