16 ୩:୧୬ ୧ମ କରନ୍ତିୟ ୬:୧୯; ୨ୟ କରନ୍ତିୟ ୬:୧୬ ତମେ ନିକ ସଙ୍ଗ୍ ଜାନିଆଚାସ୍, ତମେ ଅଇଲାସ୍ନି ପର୍ମେସରର୍ ମନ୍ଦିର୍ । ଆରି ତାର୍ ଆତ୍ମା ତମର୍ ଗାଗଡ୍ ବିତ୍ରେ ବାସାଅଇଆଚେ । 17 ଜଦି କେ ମିସା ପର୍ମେସରର୍ ମନ୍ଦିର୍ ନସାଇସି, ତେବେ ପର୍ମେସର୍ ତାକେ ନସାଇସି । କାଇକେବଇଲେ ପର୍ମେସରର୍ ମନ୍ଦିର୍ ସୁକଲ୍ଟା । ତମେମନ୍ ଆକା ସେ ମନ୍ଦିର୍ ।
Publicidade