12 ତମର୍ ବିତ୍ରେ କେତେଲକ୍ କଇବାଇ, "ମୁଇ ଜନ୍ଟା ମନ୍ କଲିନି, ସେଟା କର୍ବି" । ମୁଇ କଇବି, "ଉଁ, ସେଟା ସତ୍, ମାତର୍ ସବୁ ବିସଇ ମର୍ ପାଇ ନିକ ନଏଁ ।" କେତେଲକ୍ କଇବାଇ ସବୁ କର୍ବାକେ ମର୍ ଅଦିକାର୍ ଆଚେ, । ମାତର୍ ମୁଇ କଇବି, ଜନ୍ ବିସଇ ମିସା ମକେ ଦାରି ରକିରଇବାକେ ମୁଇ ନ ଦେଇ, ।
Publicidade
Publicidade