15 ସେ ଜାଇଟା ମିସା ଅ, ଜଦି ଗଟେକ୍ ବିସ୍ବାସ୍ ନ କଲା ଲକ୍ ତାର୍ ବିସ୍ବାସି ମାଇଜି କି ମୁନୁସର୍ ଟାନେଅନି ବିନେ ଅଇବାକେ ମନ୍ କଲାନି ବଇଲେ, ସେ ବିନେ ଅ । ଏନ୍ତାରି ଅଇଲେ କିରିସ୍ଟକେ ବିସ୍ବାସ୍ କର୍ବା ମାଇଜି କି ମୁନୁସ୍ ବିବା ବନ୍ଦ୍ନେ ଅନି ମୁକ୍ଲି ଆଚେ । ପର୍ମେସର୍ ତମ୍କେ ସାନ୍ତିସଙ୍ଗ୍ ମିସି ବିଡି ଜିଇବାକାଇବାକେ ଡାକ୍ଲା ଆଚେ । 16 ଅଇପାରେ, ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମାଇଜି, ତର୍ ବିସ୍ବାସ୍ ନ କଲା ମୁନୁସ୍କେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇପାରୁସ୍ । ସେନ୍ତାରିସେ ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମୁନୁସ୍, ତର୍ ବିସ୍ବାସ୍ ନ କଲା ମାଇଜିକେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇ ପାରୁସ୍ ।
Publicidade