21 ପର୍ମେସର୍ ତମ୍କେ ଡାକ୍ଲାବେଲେ ତମେ କାଇ ଗତିଦାଙ୍ଗ୍ଡା ରଇଲାସ୍ କି ? ସେ ବିସଇନେଇ ମନ୍ଦୁକ୍ କରାନାଇ । ଜଦି ତର୍ ସାଉକାର୍ ତକେ ମୁକ୍ଲାଇଲାନି, ତେବେ ଉଟିଜା । 22 ମାପ୍ରୁ ଡାକ୍ଲାବେଲେ ଜେ ଗତିଦାଙ୍ଗ୍ଡା ରଇଲା ସେ ଏବେ ମୁକ୍ଲି ରଇଲା ଲକ୍ । କାଇକେବଇଲେ ମାପ୍ରୁ ତାକେ ମୁକ୍ଲାଇ ଆଚେ । ସେନ୍ତାରିସେ ଏବେ ଜେ ମୁକ୍ଲିକରି ଆଚେ, ସେ କିରିସ୍ଟର୍ ଗତିଦାଙ୍ଗ୍ଡା । 23 ତମ୍କେ ଅଦିକ୍ ଦାମ୍ ଦେଇ ଗେନାଅଇଆଚେ । ଲକ୍ମନର୍ ଗତିଦାଙ୍ଗ୍ଡା ଉଆ ନାଇ । 24 ଏ ବାଇବଇନିମନ୍, ତମ୍କେ ପର୍ମେସର୍ ଡାକ୍ଲାବେଲେ ଜନ୍ ଇସାବେ ରଇଲାସ୍, ସେ ଇସାବେ ପର୍ମେସର୍ ସଙ୍ଗ୍ ମିସିକରି ରଇବାର୍ ଆଚେ ।
Publicidade