3 ଆମେ ଜଦି ସତଇସେ ପର୍ମେସର୍କେ ଆଲାଦ୍ କଲେ, ତାର୍ ଆଦେସ୍ ସବୁ ମାନ୍ବୁ । ସେ ଆମ୍କେ ତିଆର୍ଲା ବିସଇ ମାନ୍ବାକେ ଆମ୍କେ ଆବଡ୍ ନ ଲାଗେ । 4 କାଇକେବଇଲେ ପର୍ମେସରର୍ ସବୁ ପିଲା ଏ ଜଗତର୍ କାରାପ୍ ଚଲାଚଲ୍ତି ନିଚିକରି ଜିତିପାର୍ସି । ଆମର୍ ବିସ୍ବାସର୍ ଲାଗି ଆମେ ଜଗତ୍କେ ଜିତିଅଇସି । 5 ଏ ଜଗତ୍କେ କେ ଆରାଇପାର୍ସି ? ଜିସୁକେ ପର୍ମେସରର୍ ପଅ ବଲି ଜେ ବିସ୍ବାସ୍ କର୍ସି, ସେ ଏ ଜଗତ୍କେ ଆରାଇସି ।