ମାପ୍ରୁର୍ ଦୟାର୍ ପାଇ ଦନିଅବାଦ୍
12 ଆମର୍ ମାପ୍ରୁ ଜିସୁ କିରିସ୍ଟକେ ମୁଇ ଦନିଅବାଦ୍ ଦେଲିନି । ସେ ମକେ ବପୁ ଦେଲାଆଚେ । ତାର୍ ମୁଆଟେ ଗଟେକ୍ ବିସ୍ବାସ୍ ସଙ୍ଗ୍ ରଇବା ଗତି ଦାଙ୍ଗ୍ଡା ଇସାବେ ଏଜ୍ଲା ଆରି ତାକେ ସେବା କର୍ବାକେ ମକେ ବାଚ୍ଲା ।