ବୁଲ୍ ସିକିଆ ଦେଉମନ୍କେ ଜାଗ୍ରତା କରାଇବାଟା
1 ସୁକଲ୍ ଆତ୍ମା ନିକସଙ୍ଗ୍ କଇଲାନି, ସାରାସାରି ଦିନେ, ଲକ୍ମନ୍ ସତ୍ ବିସଇ ବିସ୍ବାସ୍ କର୍ବାଟା ଚାଡିଦେବାଇ । କାରାପ୍ ଆତ୍ମାମନର୍ ସିକିଆ ମାନ୍ବାଇ । ଆରି ସେମନ୍ ସିକାଇବା ବୁଲ୍ ସିକିଆ ବିସ୍ବାସ୍ କର୍ବାଇ । 2 ଏନ୍ତାରି ସିକିଆ ଦେବାବେଲେ ଏଟା ସତ୍ ସିକିଆବଲି ଲକ୍ମନ୍ ମାନ୍ବାଇ । ମାତର୍ ସେଟା ମିଚ୍ ସିକିଆ ରଇସି । ସେମନ୍ ଟିକ୍ କଲାଇନି କି ବୁଲ୍ କଲାଇନି, ସେଟା ନିଜେ ଜାନି ନ ରଅତ୍ । ଜେନ୍ତାରି କି ତପ୍ଲା ଲୁଆସଙ୍ଗ୍ ମାଉଁସ୍ଟାନେ ଚାପ୍ଲେ ମରିଜାଇସି, ସେନ୍ତାରିସେ ।